ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି

23

ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଙ୍କୁ ଛାତି ରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ଆଜି ଗୁରୁବାର ଦିନ ପୁଣେ ସ୍ଥିତ ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି Iତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତର ଙ୍କ ଅବଜରଭେସନରେ ରଖା ଯାଇଛି ବୋଲି ରୁବି କ୍ଲିନିକ୍ ମେଡିକାଲ୍ ଅଧୀକ୍ଷକ ଡ . ଅବଦୁତ ବୋଡାମୱାଡଙ୍କ ସୂଚନା ଦେଇଛନ୍ତି I

Leave A Reply

Your email address will not be published.