ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ

22

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।
ଅପରାହ୍ନ ୫:୩୦ରେ ମନ୍ତ୍ରୀ ପରିଷଦ ବୈଠକ ଓ ପରେ ୫:୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି। ଆଗକୁ ବିଧାନସଭା ଥିବା ବେଳେ ସରକାର ଏଥିରେ ରଣନୀତି ପ୍ରସ୍ତୁତ କରିବେ।
ସେପଟେ ଚଳିତ ବିଧାନସଭାରେ ମମିତା ମେହେର ମର୍ଡର କେସକୁ ନେଇ ବିରୋଧୀ ହୋ ହାଲ୍ଲା କରିପାରନ୍ତି। ଏହା ସହ ଅନେକ ଦୁର୍ନୀତିକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରନ୍ତି।

ସୂଚନା ଥାଉ କି ଆସନ୍ତା ଡିସେମ୍ବର ୧ ତାରିଖରେ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି I

Leave A Reply

Your email address will not be published.