GITAM GAT 2022 ପରୀକ୍ଷା ତାରିଖରେ ସଂଶୋଧନ

34

ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ(GITAM) ଅଫିସିଆଲ ୱେବସାଇଟ gitam.edu ରେ GITAM GAT 2022 ପରୀକ୍ଷା ପାଇଁ ପରୀକ୍ଷା ତାରିଖରେ ସଂଶୋଧନ କରିଛି । ରେଜିଷ୍ଟ୍ରେସନ ଡେଟ ବଢ଼ାଇବା ସହ ପରୀକ୍ଷା ତାରିଖ ଏବଂ ରେଜଲ୍ଟ ଡେଟ ମଧ୍ୟ ସଂଶୋଧନ କରାଯାଇଛି ।
GITAM GAT 2022 ଆବେଦନ ଫର୍ମ ଭରିବା ପାଇଁ ଶେଷ ତାରିଖ ୧୦ ମେ ରଖାଯାଇଛି । GITAM GAT 2022 ପରୀକ୍ଷା ୨୦ ରୁ ୨୬ ମେ ପର୍ଯ୍ୟନ୍ତ ଅନଲାଇନ ମୋଡରେ ହେବ । ପରୀକ୍ଷା ପରେ ୩୧ ମେରେ ରେଜଲ୍ଟ ଘୋଷଣା ହେବ ।

GITAM GAT 2022 ଆବେଦନ ଫର୍ମ ଭରିବା ପାଇଁ ଆପଣାନ୍ତୁ ଏହି ଷ୍ଟେପ୍:
GITAM GAT 2022 ର ଅଫିସିଆଲ ୱେବସାଇଟ gitam.edu କୁ ଯାଆନ୍ତୁ
GITAM GAT 2022 ରେଜିଷ୍ଟ୍ରେସନ ପାଇଁ ନାମ, ଇମେଲ ଏବଂ ମୋବାଇଲ ନମ୍ବର ଦେବାକୁ ହେବ
ଏହାପରେ ରେଜିଷ୍ଟ୍ରେସନ ଆଇଡିରେ ଲଗଇନ କରି ଲିଙ୍ଗ, କାଷ୍ଟ, ରାଷ୍ଟ୍ରୀୟତା, ଧର୍ମ, ନିକଟରେ ସରିଥିବା ଶିକ୍ଷାଗତ ଯୋଗ୍ୟତା ଭଳି ବିବରଣୀ
ଏହାପରେ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ
ଏହାପରେ ପେମେଣ୍ଟ କରିବାକୁ ହେବ
ଶେଷରେ ଫର୍ମ ଚେକ କରିନିଅନ୍ତୁ ଏବଂ ସବମିଟ୍ କରନ୍ତୁ ।

Comments are closed, but trackbacks and pingbacks are open.