ସବୁ ସରକାରୀ କୋଠା ହେବ କେସରୀ ରଙ୍ଗ

135

ଭୁବନେଶ୍ବର: ଓଡ଼ିଶା ସରକାର ସମସ୍ତ ସରକାରୀ କୋଠା ପାଇଁ କେସରୀ ରଙ୍ଗ କୋଡ୍ ଜାରି କରିଛନ୍ତି। ଓଡିଶା ସରକାର ମରାମତି ଏବଂ ନବୀକରଣ ସମୟରେ ସମସ୍ତ ନୂତନ ଏବଂ ବର୍ତ୍ତମାନର ସରକାରୀ କୋଠା ପାଇଁ ଏକ ସମାନ କେସରୀ-ଥିମ୍ ରଙ୍ଗ କୋଡ୍ ବାଧ୍ୟତାମୂଳକ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ପୁର୍ତ୍ତ ବିଭାଗ ବାହ୍ୟ କାନ୍ଥ ଏବଂ ସୀମା ପାଇଁ ହାଲୁକା କେସରୀ ଏବଂ ଟେରାକୋଟା ସଦୃଶ RGB ହାଲକା ରଂଗ ଦେବା ପାଇଁ ନିଷ୍ପତି କରିଛି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରାଜ୍ୟ ସରକାରୀ ବିଭାଗ ଏବଂ PSU କୋଠାରେ ଏହି ରଂଗ ଲଗାଯିବା ପାଇଁ କୁହାଯାଇଛି। 

Comments are closed, but trackbacks and pingbacks are open.