ଆରପାରିରେ କୃଷି ବୈଜ୍ଞାନିକ ସ୍ୱାମୀନାଥନ!

423

ଚେନ୍ନାଇ : ଭାରତର ମହାନ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସେ ସକାଳ 11.20 ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ 7 ଅଗଷ୍ଟ 1925 ରେ ଜନ୍ମଗ୍ରହଣ କରିଥିଲେ।

ସ୍ୱାମୀନାଥ 98 ବର୍ଷ ବୟସରେ ବିଶ୍ୱ କୁ ବିଦାୟ ଦେଇଛନ୍ତି। ସେ ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା l ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର ଦୀର୍ଘ ଜୀବନ ହେତୁ ଉପୁଜିଥିବା ସମସ୍ୟା ହେତୁ ତାଙ୍କର ମୃତ୍ୟୁ ଘଟିଛି।

Comments are closed, but trackbacks and pingbacks are open.