ଜାମ୍ମୁ କାଶ୍ମୀର ପହଲଗାମ ଆକ୍ରମଣ ଘଟଣାରେ ଆଦିଲ ଅହମ୍ମଦ ଠୋକର ଆତଙ୍କବାଦୀଙ୍କୁ କରିଥିଲା ସାହାଯ୍ୟ । ଆଦିଲ ସେହି ବ୍ୟକ୍ତି ଯିଏ କି ଆତଙ୍କବାଦୀଙ୍କୁ ଭାରତରେ ଗୁପ୍ତ ଭାବେ ପ୍ରବେଶ କରାଇଥିଲା । ଆଦିଲ ବିଜବେହାରାର ଏକ ଛୋଟ ଗାଁ ଗୁରିର ବାସିନ୍ଦା । ଗୁଇନ୍ଦା ସଂସ୍ଥା ଅନୁସାରେ, ପାକିସ୍ତାନ ଅତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଏବଂ ଆକ୍ରମଣ ଷଡ଼ଯନ୍ତ୍ର କରିବାରେ ସାହାଯ୍ୟ କରିଥିଲା |
Comments are closed, but trackbacks and pingbacks are open.