ରାଜଧାନୀର ଏକ ଘରୋଇ କଲେଜ ଏମବିଏ ଛାତ୍ରୀ ଙ୍କ ଆତ୍ମହତ୍ୟା

19

ରାଜଧାନୀ ଭୁବନେଶ୍ୱର ର ଏକ ଘରୋଇ କଲେଜ ହୋଷ୍ଟେଲ୍‌ ଭିତରୁ ଛାତ୍ରୀଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ କଲେଜ ହଷ୍ଟେଲ ଟି ଇନ୍‌ଫୋସିଟି ଥାନା ଅଧିନରେ ରହିଛି I ।ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଇନଫୋସିଟି ଥାନାରେ ଅଭିଯୋଗ କରାଯାଇଛି । ମୃତ ଛାତ୍ରୀ ଜନକ ସୁଶ୍ରୀ ପ୍ରଜ୍ଞମିତା ସେଠୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଇନ୍‌ଫୋସିଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କୋରାପୁଟ ସୁନାବେଡ଼ାରେ ଛାତ୍ରୀ ସୁଶ୍ରୀ ପ୍ରଜ୍ଞମିତା ସେଠୀଙ୍କ ଘର । ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ଏମ୍‌ବିଏର ୨ୟ ବର୍ଷର ପଢୁଥିଲେ ।ତେବେ ଆସନ୍ତା ୩ ତାରିଖରେ ସେ ଚାକିରି ଯୋଗଦାନ କରିବାରଥିଲା। କିନ୍ତୁ ମୃତ୍ୟୁ ର କରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ I

Leave A Reply

Your email address will not be published.