ସ୍ଵତନ୍ତ୍ର ପ୍ରଦକ୍ଷିଣ ଗୃହରେ “ଶିଶୁଙ୍କ ପାଇଁ ଦିନଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ

18

ଆଜି ଭୁବନେଶ୍ଵର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ(ସର୍କିଟ୍ ହ।ଉସ) ଠ।ରେଦ୍ଦ ଶିଶୁଙ୍କ ପ।ଇଁ ଦିନଟିଏଦ୍ଦ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଏହି କ।ର୍ଯ୍ୟକ୍ରମରେ ଜିଲ୍ଲ। ସମ।ଜ ମଙ୍ଗଳ ଅଧିକ।ରୀ, ଖୋର୍ଦ୍ଧ। ଶ୍ରୀମତୀ ପୁଷ୍ପ।ଞ୍ଜଳୀ ମିଶ୍ର ଅଧ୍ୟକ୍ଷତ। କରିଥିଲେ । ଜିଲ୍ଲ। ଶିଶୁ ସୁରକ୍ଷ। ଅଧିକ।ରୀ ବ।ଣୀଶ୍ରୀ ପଟ୍ଟନ।ୟକ ସ୍ଵ।ଗତ ଭ।ଷଣ ପ୍ରଦ।ନ କରିବ। ସହିତ ଏହି କ।ର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପ।ତ କରିଥିଲେ । ଅନ୍ୟମ।ନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ।ନ୍ତନୁ କୁମ।ର ଦ।ଶ , ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍, ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଦୀପ ର।ଉତ, ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍ , ଖୋର୍ଦ୍ଧ।ର ଅଧ୍ୟକ୍ଷ ନିରୂପମ। ମଲ୍ଲିକ , ସ୍ଵ।ତୀ ତନୟ। ମିଶ୍ର ଏବଂ ସମସ୍ତ ସିଡିପିଓ, ସମସ୍ତ ବ୍ଲକ ଶିକ୍ଷ। ଅଧିକ।ରୀ, ମେଡିକ।ଲ ଅଧିକ।ରୀ,ଏ.ଏଲ୍.ଓ.ପ୍ରଭ।କର ବିଶ୍ଵ।ଳ ଏବଂ ଚ।ଇଲ୍ଡ ଲ।ଇନର ସଦସ୍ୟ। ପ୍ରମୁଖ ଅଂଶଗ୍ରହଣ କରି ଶିଶୁ ଅଧିକ।ର, ଶିଶୁ ସୁରକ୍ଷ। ତଥ। ବ।ଲ୍ୟ ବିବ।ହକୁ ଜିଲ୍ଲ।ରେ ନ।ଁ,ଶିଶୁ ଶ୍ରମିକ, ଶିଶୁ ଭିକ୍ଷ।ବୃତ୍ତି, ବେଆଇନ ପୋଷ୍ୟ ସନ୍ତ।ନ ଗ୍ରହଣ ଇତ୍ୟ।ଦି ଉପରେ ଆଲୋଚନ। କର।ଯ।ଇ ଆବଶ୍ୟକୀୟ କ।ର୍ଯ୍ୟ।ନୁଷ୍ଠ।ନ ଗ୍ରହଣ କରିବ। ପ।ଇଁ ନିଷ୍ପତ୍ତି ନିଆଯ।ଇଥିଲ। । ଏହି କ।ର୍ଯ୍ୟକ୍ରମକୁ ଜିଲ୍ଲ। ଶିଶୁ ସୁରକ୍ଷ। ୟୁନିଟର ଏଲ୍.ପି.ଓ ସୌମେନ୍ଦ୍ର ନ।ୟକ, ରଞ୍ଜନ କୁମ।ର ଗୋଚ୍ଛ।ୟତ ଏବଂ ଅନୁପ କୁମ।ର ବେହେର। ପ୍ରମୁଖ ପରିଚ।ଳନ।ରେ ସହଯୋଗ କରିଥିଲେ ।

Comments are closed, but trackbacks and pingbacks are open.