ଭର୍ଚୁଆଲ୍ ମାଧ୍ୟମରେ କେନ୍ଦୁଝର ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

20

ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦୁଝରବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲଥ କାର୍ଡ଼ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୪ଲକ୍ଷ ୧୯ ହଜାର ଲୋକ ପାଇବେ ସ୍ମାର୍ଟ ହେଲଥ କାର୍ଡ଼ । ସ୍ମାର୍ଟ ହେଲଥ କାର୍ଡ଼ ଯୋଗୁଁ ରାଜ୍ୟର ୩ କୋଟି ଲୋକ ଉପକୃତ ହେବେ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.