ଅରୁଣାଚଳ ପ୍ରଦେଶରେ ୩ ଆତଙ୍କବାଦୀ ନିହତ,ରହିଥିଲା ଚୀନ ସହିତ ସମ୍ପର୍କ

24

ଆଜି ଆସାମ ରାଇଫଲ୍ସ ର କର୍ମଚାରୀମାନେ ଅରୁଣାଚଳ ପ୍ରଦେଶ ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ନିହତ ତିନିଜଣ ଆତଙ୍କବାଦୀ NSCN-K (YA) ର ସଦସ୍ୟ ଥିଲେ। ଆସାମ ରାଇଫଲ୍ସ ର ଭାରତ-ମିଆଁମାର ସୀମାରେ ଅପରେସନ ଜାରି ରଖିଥିବା ବେଳେ ବିପୁଳ ପରିମାଣରେ ଚୀନ୍‌ରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉକ୍ତ ସ୍ଥାନରୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.