ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ

16

ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ କାଳୀନ ଅଧିବେଶନ । ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଜାରି ରହିବ ଅଧିବେଶନ । ଶୀତ କାଳୀନ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୫ଟି ଛୁଟି ଦିନ ରହିବ ।

Leave A Reply

Your email address will not be published.