ସ୍ୱାସ୍ଥ୍ୟ ପାଇଁ ଓଡ଼ିଶାକୁ ୪୬୧ କୋଟିର ଆର୍ଥିକ ଅନୁଦାନ ପ୍ରଦାନ କଲେ କେନ୍ଦ୍ର ସରକାର

20

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଉନ୍ନତି ପାଇଁ ୧୯ ରାଜ୍ୟକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ୧୯ଟି ରାଜ୍ୟ ପାଇଁ ମୋଟ ୮ ହଜାର ୪୫୩ କୋଟି ଟଙ୍କା ରିଲିଜ୍ କରିଛି କେନ୍ଦ୍ର । ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଭିତ୍ତିଭୂମି ପାଇଁ ୧୯ଟି ରାଜ୍ୟକୁ ଏହି ଟଙ୍କା ଦିଆଯାଇଛି । ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁମୋଦନ କ୍ରମେ ଏହି ଅନୁଦାନ ମିଳିଛି । ଏହି କ୍ରମରେ ଓଡ଼ିଶାକୁ ୪୬୧ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି ।

Leave A Reply

Your email address will not be published.