ଚାଲିବ୧୭୦୦ ଶହ ରୁ ଅଧିକ ରେଗୁଲାର ଟ୍ରେନ

26

ଦେଶର ରେଳ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି I କରୋନା ସମୟରେ ବନ୍ଦ ରଖାଯାଇଥିବା ରେଗୁଲାର ଟ୍ରେନ ସେବା ପୁଣି ଆରମ୍ଭ କରାଯିବ I ଏହା ସହିତ ଜଣାଇ ଦିଆଯାଇଛି କି ଅଳ୍ପ ଦିନ ମଧ୍ୟରେ ୧୭୦୦ ଶହ ରୁ ଅଧିକ ଟ୍ରେନ ରେଗୁଲାର ଭଳି ରିଷ୍ଟୋର କରାଯିବ I
ମହାମାରୀ କରୋନା ସମୟରେ ରେଗୁଲାର ଟ୍ରେନ ଗୁଡିକ ଉପରେ କଟକଣା ଲଗାଯାଇ ସ୍ପେସଲ ଟ୍ରେନ ଚାଲୁଥିଲା I ଏହି ରେଗୁଲାର ଟ୍ରେନ ସେବା ଆରମ୍ଭ ହେବାପରେ କୋଭିଡପୂର୍ବବର୍ତ୍ତୀ ଅବସ୍ଥାପରି ଟିକଟ ମୂଲ୍ୟ ଅପରିବର୍ତ୍ତିତ ରହିଛି I ସେହିପରି କୁହାଯାଇଛି କି କେବଳ ପୂର୍ବରୁ ଯେଉଁ ମାନେ ରିଜର୍ଭେସନ କିମ୍ବା ୱେଟିଂ ରେ ଥିବା ଲୋକ ଯାତାୟାତ କରିପାରିବେ I ସେଥିରେ ଜେନେରାଲ କ୍ଲାସ ଟିକଟ ରହିବ ନାହିଁ I ସେହିପରି ଯେଉଁମାନେ ପୂର୍ବରୁ ଟିକଟ ବୁକିଂ କରିଥିବେ ସେମାନଙ୍କଠାରୁ କୌଣସି ଅତିରିକ୍ତ ପଇସା ନିଆଯିବ ନାହିଁ କିମ୍ବା ବୁକିଂ କରାଯାଇଥିବା ଟିକଟ କ୍ୟାନସେଲ କଲେ ତାଙ୍କ ଫେରସ୍ତ କରାଯିବ ନାହିଁ I

Leave A Reply

Your email address will not be published.