ଦୀପାବଳି ପାଇଁ ଦେଶବାସୀଙ୍କୁ ମୋଦିଙ୍କ ଶୁଭେଚ୍ଛା

20

ଆଜି ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଆଜି ଘରେ ଘରେ ଦୀପଜାଳି ଖୁସି ମନାଇବାର ଦିନ। ତେବେ ଦୀପାବଳିରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ କରି ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି ମୋଦି। ଏହାସହ ମୋଦି କହିଛନ୍ତି ଏହି ଦୀପାବଳି ଆପଣଙ୍କ ଜୀବନକୁ ଖୁସି ଆନନ୍ଦରେ ଭରି ଦେଉ। ଦୀପାବଳିର ଶୁଭକାମନା ଜଣାଇଲେ ମୋଦି।

Leave A Reply

Your email address will not be published.