ଆସନ୍ତା ମାସରୁ ଘର ଘର ଟୀକା

29

କରୋନା ଟୀକାକରଣ କୁ ଆଗକୁ ବଢାଇବାପାଇଁ ଆସନ୍ତା ମାସରୁ ଘରକୁ ଘର ବୁଲି ଟୀକାକରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି I ଯେଉମାନେ ଆଦୌ ଟୀକା ନେଇ ନାହାନ୍ତି ପ୍ରଥମ ଡୋଜ ଟୀକା ଦିଆଯିବ I ଏହା ସହିତ ଯେଉଁ ମାନଙ୍କର ଦିତ୍ୱୀୟ ଡୋଜ ଟୀକା ପାଇଁ ସମୟ ହେଇଯାଇଥିବ ସେମାନଙ୍କୁ ଦିତ୍ୱୀୟ ଡୋଜ ଟୀକା ଦିଆଯିବ I ବୁଧୁବାର ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମନ୍ତ୍ରୀ ମାନଙ୍କ ବୈଠକରେ ଏହି ନିଷ୍ପତି ନିଆଯାଇଛି I

Leave A Reply

Your email address will not be published.