‘ପିଏମଜିକେୱାଇ’ ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ବୀମା ଅବଧି ବୃଦ୍ଧି

25

କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବୀମା ଅବଧିକୁ କେନ୍ଦ୍ର ସରକାର ଆଉ ୧୮୦ ଦିନ ବୃଦ୍ଧି କରିଛନ୍ତି I ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (‘ପିଏମଜିକେୱାଇ’ ) ଅଧୀନ ରେ କୋଭିଡ-୧୯ ସଂକ୍ରମିତ ଙ୍କ ଚିକିତ୍ସା କରୁଥିବା ପ୍ରତି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି କେନ୍ଦ୍ର ସରକାର ୫୦ ଲକ୍ଷ୍ୟ ଟଙ୍କାର ବୀମା ବ୍ୟବସ୍ଥା କରିଛନ୍ତି I ଅଙ୍ଗନବାଡି କର୍ମୀଙ୍କ ସହିତ ଏହି ଯୋଜନା ଅଧୀନ ରେ ୨୨୧୨ ଲକ୍ଷ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଅନ୍ତର୍ଭୁକ୍ତ I ୨୦୨୦ ମାର୍ଚ୍ଚ ୩୦ ରୁ ଏହି ଯୋଜନା ଲାଗୁ ହୋଇଥିବା ବେଳେ ୧୩୫୧ ଜଣଙ୍କୁ ବୀମା ଅର୍ଥ ପ୍ରଦାନ କରାଯାଇଛି I ୨୦୧୧ ଅକଟୋବର ୨୦ ରେ ଏହି ଅବଧି ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ୧୮୦ ଦିନ ବୃଦ୍ଧି କରାଯାଇଛି I

Leave A Reply

Your email address will not be published.