ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ କୁକୁର ଗଣନା: ଚଞ୍ଚଳ ରାଣା

257

ଭୁବନେଶ୍ୱର: ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ କୁକୁର ଗଣନା ହେବ । ଏନେଇ  ବିଏମସି କମିସନର ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।ଭୋର ସମୟରେ  ଶୂନଶାନ  ଥିବାରୁ ଗଣନା  କରାଯିବ  ।ପ୍ରତି ୱାର୍ଡରେ ଏକକାଳୀନ  ଗଣନା କରାଯିବ  । ପ୍ରତି ୱାର୍ଡ ପାଇଁ  ୩ରୁ ୪ ଜଣ ଅଧିକାରୀ ରହିବେ । ଭୁବନେଶ୍ୱରରେ ୪୦ରୁ  ୪୫ ହଜାର କୁକୁର ଥିବା ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.