ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ନାରୀଙ୍କୁ ମିଳିବ ସୁରକ୍ଷା

270

ଭୁବନେଶ୍ୱର: ସାରା ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦେଶରେ ଲାଗିରହିଛି ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ୱର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଙ୍ଗଠିତ ଅପରାଧକୁ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡ଼ା ଯିବନାହିଁ । ସେମାନଙ୍କ ସ୍ଥାନ ଜେଲ୍ ରେ ସମାଜରେ ନୁହେଁ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି । ମହିଳାଙ୍କ ସୁରକ୍ଷାରେ ଅବହେଳା କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋଟାମୋଟି ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣାଧୀନ ରହିଛି । ଏହାକୁ ଅଧିକ ପ୍ରଭାବୀ କରିବାକୁ ପଡ଼ିବ। ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର। ନିଶା ମାଫିଆଙ୍କୁ ଦମନ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଗାଁ ଠାରୁ ରାଜଧାନୀ ପର୍ଯ୍ୟନ୍ତ ଗୁଣ୍ଡାରାଜକୁ ଦମନ କରାଯିବ। ସଙ୍ଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ପଛାଇବୁ ନାହିଁ । ଦାଦାବଟି, ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧ ଭାବେ ବିଚାର କରାଯିବ। ଶିକ୍ଷାନୁଷ୍ଠାନରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଘୋଷଣା କରାଯିବ। କ୍ୟାମ୍ପସରେ ନିଶାସେବନକୁ ସମ୍ପୂର୍ଣ୍ଣ ବାରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

13 Comments
  1. kamagra générique

    générique kamagra canada en ligne

  2. order enclomiphene usa suppliers

    paypal per enclomiphene

  3. how to order androxal generic from canadian pharmacy

    cheapest price for androxal

  4. cheap dutasteride purchase from canada

    buying dutasteride buy adelaide

  5. purchase flexeril cyclobenzaprine uk in store

    No presciption flexeril cyclobenzaprine

  6. gabapentin in mexico without a perscription

    ordering gabapentin usa mastercard

  7. buying fildena price for prescription

    buy fildena generic uk next day delivery

  8. canadian itraconazole suppliers

    purchase itraconazole generic cheapest

  9. cheapest buy staxyn uk online

    how do i get staxyn without a prescription

  10. buying avodart generic where to buy

    Next day fedex shipping for avodart

  11. how to order xifaxan australia pharmacy

    cod saturday xifaxan

  12. Buy rifaximin

    cheapest buy rifaximin generic usa

  13. kamagra bez předpisu kanadských předpisů kamagra

    koupit kamagra havaj online

Comments are closed, but trackbacks and pingbacks are open.