ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ବୃଦ୍ଧି ପାଇଲା ଚାଷୀ ପଞ୍ଜୀକରଣ ଅବଧି

195

ଭୁବନେଶ୍ବର: ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି । ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଏପର୍ଯ୍ୟନ୍ତ ୧୦ ଲକ୍ଷ ୯୩  ହଜାର ୨୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ । ଏଥିସହ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳିକରଣ କରାଯାଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

13 Comments
  1. kamagra livré le lendemain

    où acheter kamagra en ligne du jour au lendemain

  2. discount androxal canada online order

    ordering androxal generic uae

  3. ordering enclomiphene purchase singapore

    get enclomiphene price usa

  4. cheapest buy flexeril cyclobenzaprine purchase online canada

    get flexeril cyclobenzaprine usa buying

  5. how to buy dutasteride price generic

    order dutasteride buy safely online

  6. buying fildena buy in london

    buy fildena generic lowest price

  7. how to order gabapentin ireland over the counter

    cheap gabapentin generic from the uk

  8. staxyn over night

    canada staxyn

  9. order itraconazole in chicago with no prescription

    cheapest buy itraconazole us prices

  10. how to buy avodart buy sydney

    canadian avodart online

  11. how to order rifaximin singapore where to buy

    cheap rifaximin generic dosage

  12. how to order xifaxan generic is it safe

    get xifaxan price in us

  13. koupit obecný kamagra bez lékařského předpisu

    ceny za kamagra na walmartu

Comments are closed, but trackbacks and pingbacks are open.