ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଶକ୍ତ ଧକ୍କା : ଭକ୍ତ

1,754

ଭୁବନେଶ୍ୱର, ତା ୧୩/୮/୨୫ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଗ୍ରାମାଞ୍ଚଳରେ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସମ୍ବିଧାନର ତେସ୍ତରି ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କରି ପଞ୍ଚାୟତ ବ୍ୟବସ୍ଥା ପ୍ରତିଷ୍ଠା କରା ଯାଇଥିଲା l ଏହି ଆଇନ ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଏବଂ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କ୍ଷମତା ମଧ୍ୟ ହସ୍ତାନ୍ତର କରାଗଲା l କିନ୍ତୁ ଓଡିଶା ସରକାର ପଞ୍ଚାୟତ ବ୍ୟବସ୍ଥାର ଖୋଲା ଉଲଂଘନ କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ କରିଛନ୍ତି ଏହା ଏକ ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଚକ୍ରାନ୍ତ l ପ୍ରଦେଶ କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ଭାବରେ ବିରୋଧ କରୁଛି l ଏଥିପାଇଁ କଂଗ୍ରେସ ରାଜନୈତିକ ଲଢେଇ ସହ ଆଇନଗତ ଲଢେଇ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି l

ସାମ୍ବିଧାନିକ ଅନୁଷ୍ଠାନ ଗୁଡିକୁ ନଷ୍ଟ କରିବା ଦିଗରେ ବିଜେପି ସବୁବେଳେ କାର୍ଯ୍ୟ କରି ଆସୁଛି l ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଉପେକ୍ଷା କରି ବିଡ଼ିଓଙ୍କ ହାତରେ ନିରଙ୍କୁଶ କ୍ଷମତା ପଞ୍ଚାୟତିରାଜ ପରି ପବିତ୍ର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ହତ୍ୟା ଆଉ କିଛି ନୁହେଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି l

13 Comments
  1. buy androxal generic vs brand name

    cheap androxal where to purchase

  2. how to order enclomiphene usa buy online

    order enclomiphene generic from india

  3. order rifaximin cash on delivery

    how to buy rifaximin generic is good

  4. cheap xifaxan generic new zealand

    how to buy xifaxan generic health

  5. cheapest buy staxyn buy mastercard

    purchase staxyn generic where to buy

  6. purchase avodart generic in canada

    avodart with next day delivery without prescription with free shipping

  7. online order dutasteride usa where to buy

    cheapest price for dutasteride

  8. how to buy gabapentin canada fast shipping

    cheapest buy gabapentin cheap where

  9. ordonnance en ligne kamagra

    acheter générique kamagra en ligne du canada

  10. canadian pharmacy flexeril cyclobenzaprine

    cheapest buy flexeril cyclobenzaprine cheap from india

  11. ordering fildena generic prices

    how to order fildena usa overnight delivery

  12. cheap itraconazole price in us

    buy cheap itraconazole price in canada

  13. 180 kamagra doručeno v sobotu

    kanadské lékárny prodávají kamagra

Comments are closed, but trackbacks and pingbacks are open.