ନୂଆଦିଲ୍ଲୀ: ସୋମବାର ଠାରୁ ଦେଶବ୍ୟାପୀ ‘ଘରେ ଘରେ ତିରଙ୍ଗା ଦେଶପ୍ରେମ ଚଳଚ୍ଚିତ୍ର ମହୋତ୍ସବ’ର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ମହୋତ୍ସବକୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ମାଧ୍ୟମରେ ଭାରତର ସ୍ୱାଧୀନତା ପ୍ରତି ସମ୍ମାନ ବ୍ୟକ୍ତ କରିବା। ଅଗଷ୍ଟ ୧୧ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି) ଦ୍ୱାରା ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବ୍ୟାପକ ଘରେ ଘରେ ତିରଙ୍ଗା ଅଭିଯାନର ଏକ ଅଂଶବିଶେଷ ଭାବେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଏହା ଜାତୀୟ ପତାକା ସହିତ ପ୍ରତ୍ୟେକ ନାଗରିକଙ୍କ ଭାବଗତ ସମ୍ପର୍କକୁ ଆହୁରି ଗଭୀର କରିବା ସହିତ ଏକତା ଏବଂ ଦେଶପ୍ରେମର ନୂତନ ଭାବନା ସୃଷ୍ଟି କରିବ। ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶନ ମାଧ୍ୟମରେ, ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି, ଦର୍ଶକଙ୍କୁ ଭାରତର ସ୍ୱାଧୀନତା ଯାତ୍ରାକୁ ମନେ ପକାଇବା, ଅଗଣିତ ବୀରଙ୍କ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ଦେଶର ପରିଚୟକୁ ଆକାର ଦେଇଥିବା କାହାଣୀଗୁଡ଼ିକୁ ପ୍ରଦର୍ଶନ କରିବା।
generique kamagra generique
prix de kamagra 100 mg numéro 30
cheap enclomiphene purchase online from canada
ordering enclomiphene price canada
how buy androxal in australia
buy cheap androxal purchase generic
dutasteride pay COD
buying dutasteride generic dutasteride
buy cheap flexeril cyclobenzaprine cheap canadian pharmacy
cheapest buy flexeril cyclobenzaprine generic equivalent
purchase gabapentin cheap online pharmacy
buy cheap gabapentin without a rx
cheapest buy fildena cost per tablet
get fildena cheap from india
buying itraconazole generic for sale
purchase itraconazole generic tablets
staxyn where to buy canada
cheapest no prescription needed staxyn cialis
online order avodart uk where buy
discount avodart buy dublin
buy rifaximin price australia
ordering rifaximin generic work
generic xifaxan capsules price comparison
online order xifaxan
dodáno kamagra
nejlevnější ceny pro generické kamagra