ଆରମ୍ଭ ହେଲା ଭାରତ ଓ ପାକିସ୍ତାନର ନୌସମରାଭ୍ୟାସ

251

ନୂଆଦିଲ୍ଲୀ: ଉଭୟ ଭାରତ ଏବଂ ପାକିସ୍ତାନ ସୋମବାର ଠାରୁ ଆରବ ସାଗରରର ନିଜ ନିଜ କ୍ଷେତ୍ରରେ ଅଲଗା ଅଲଗା ନୌସମରାଭ୍ୟାସ ଆରମ୍ଭ କରିଛନ୍ତି। ଗୋଟିଏ ସମୟରେ ଓ ଗୋଟିଏ ସ୍ଥାନରେ ଦୁଇ ବିରୋଧୀ ଶକ୍ତିର ନୌସମରାଭ୍ୟାସକୁ ନେଇ ସମଗ୍ର ବିଶ୍ୱ ସତର୍କ ହୋଇଉଠିଛି। ସମରାଭ୍ୟାସ ଲାଗି ଉଭୟ ଦେଶ ନିଜ ନିଜ ନୌସେନାକୁ ନୋଟିସ୍ ଟୁ ଏୟାରମ୍ୟାନ (ନୋଟାମ୍‌) ଜାରି କରିଛନ୍ତି। ସମରାଭ୍ୟାସ ହେବାକୁ ଥିବା ଅଞ୍ଚଳରେ ଆକାଶ ମାର୍ଗରେ ବିମାନ ଚଳାଚଳ ବନ୍ଦ କରିବା ଲାଗି ଏୟାରଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ନୋଟାମ ଜାରି କରାଯାଇଛି। “ଭାରତୀୟ ନୌସେନା କ୍ରମାଗତ ୨ ଦିନ ଧରି (ସୋମବାର ଏବଂ ମଙ୍ଗଳବାର) ଗୁଜରାଟର ପୋରବନ୍ଦର ଓ ଓଖା ଉପକୂଳରେ ଅଭ୍ୟାସ କରିବ। ସେହିପରି ପାକିସ୍ତାନ ନୌସେନା ମଧ୍ୟ ନିଜ ଜଳସୀମାରେ ନିଜ ସମରାଭ୍ୟାସ କରିବ। ଅପରେସନ୍ ସିନ୍ଦୂର’ ପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ସମୟରେ ସମରାଭ୍ୟାସ କରିବାକୁ ଯାଉଥିବାରୁ ଏହାକୁ ନେଇ ଉଭୟ ଦେଶର ଅନ୍ୟ ସେନାବାହିନୀଗୁଡ଼ିକ ମଧ୍ୟ ସତର୍କ ରହିଛନ୍ତି। ଅନ୍ୟପକ୍ଷେ ଏହି ସମରାଭ୍ୟାସ ଦୁଇ ଦେଶ ମଧ୍ୟରେ ରଣନୈତିକ ଶକ୍ତି ପ୍ରଦର୍ଶନର ଏକ ଅଂଶ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଭୟ ନୌସେନା ନିଜ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ସହ ସାମୁଦ୍ରିକ ସୀମାରେ ସତର୍କତା ବଜାୟ ରଖିଛନ୍ତି।

13 Comments
  1. online order enclomiphene australia over the counter

    buy enclomiphene purchase online from canada

  2. pas cher kamagra no rx

    pas cher kamagra sans ordonnance livraison le lendemain

    je veux commander kamagra sans ordonnance

  3. buy androxal uk online

    No r x needed for purchasing androxal

    Generic androxal

  4. purchase flexeril cyclobenzaprine generic for sale

    buy cheap flexeril cyclobenzaprine cheap europe

  5. purchase dutasteride uk in store

    ordering dutasteride price for prescription

  6. how to buy gabapentin usa buy online

    discount gabapentin price singapore

  7. get fildena uk london

    cheap fildena usa generic

  8. purchase itraconazole generic when available

    buying itraconazole generic effectiveness

  9. cheap staxyn low cost

    generic staxyn usa

  10. get avodart using mastercard

    avodart no prescription overnight cod delivery

  11. get rifaximin price canada

    how to order rifaximin buy online uk

  12. xifaxan over night

    how to order xifaxan without prescriptions canada

    buy cheap xifaxan cheap where

  13. ne obecný kamagra bez lékařského předpisu

    koupit kamagra přes noc

Comments are closed, but trackbacks and pingbacks are open.