ଏଣିକି ଅନଲାଇନରେ ବିକ୍ରି ହେବନି ମହାପ୍ରସାଦ: ଆଇନ ମନ୍ତ୍ରୀ

152

ଭୁବନେଶ୍ବର: ଏଣିକି ଆଉ ଅନଲାଇନ ଦ୍ବାରା ମହାପ୍ରସାଦ ବିକ୍ରି ହୋଇପାରିବନି। ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର। ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସମ୍ପୂର୍ଣ୍ଣ ଅଲଗା । କିଛି ଦିନ ତଳେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ଯଦିଓ ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିବା ସୁବିଧା ହେବ । କିନ୍ତୁ ମହାପ୍ରସାଦର ପବିତ୍ରତା ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନଲାଇନରେ ମହାପ୍ରସାଦ ଦିଆଗଲେ, ତାର ପବିତ୍ରତା ଅକ୍ଷୁର୍ଣ୍ଣ ରଖି ପାରିବ ନାହିଁ ବୋଲି ସନ୍ଦେହ ରହିଛି । ତେଣୁ ମନ୍ଦିର ପ୍ରଶାସନ ଏବଂ ସରକାର ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ସହମତ ନାହାନ୍ତି। ସମସ୍ତ ଭକ୍ତଙ୍କୁ ଅନୁରୋଧ, ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଆନ୍ତୁ । ମହାପ୍ରସାଦ ଅନଲାଇନ ବିତରଣ ହେଉନାହିଁ । ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସରକାର ରାଜି ନାହାନ୍ତି । ଅନ୍ୟ ମନ୍ଦିର ପ୍ରଶାସନକୁ ଅନୁରୋଧ ଯେ, ମନ୍ଦିର ପ୍ରସାଦକୁ ଅନଲାଇନରେ ହୋଟେଲ ଖାଦ୍ୟ ଭଳି ବିତରଣ କରନ୍ତୁ ନାହିଁ । ମନ୍ଦିର ଆସି ପ୍ରସାଦ ପାଇବା ହିନ୍ଦୁ ମନ୍ଦିରର ରୀତିନୀତି । ଅନ୍ୟପଟେ ଖୁବଶୀଘ୍ର ଅଭଡ଼ା ଦର ରେଟ ଚାର୍ଟ ଲାଗୁ କରାଯିବ। ଏ ବାବଦରେ ବୈଠକ ସରିଛି ବୋଲି ମନ୍ତ୍ରୀ କହିଛନ୍ତି ।

13 Comments
  1. discount enclomiphene cheap in canada

    online order enclomiphene cost without insurance

  2. kamagra canada

    comment acheter kamagra en ligne sans ordonnance

    pharmacie en ligne du canada kamagra

  3. purchase androxal price generic

    how to order androxal us pharmacies

  4. purchase flexeril cyclobenzaprine generic real

    online order flexeril cyclobenzaprine united kingdom

  5. ordering dutasteride generic tablets

    dutasteride non prescription in canada

  6. how to order gabapentin cost per tablet

    online order gabapentin price usa

  7. how to order fildena cheap where

    get fildena purchase usa

  8. buy staxyn real price

    staxyn non perscription

  9. cheapest buy itraconazole buy singapore

    buy itraconazole usa discount

  10. how to buy avodart price discount

    get avodart australia suppliers

  11. ordering xifaxan lowest price

    order xifaxan canada generic

  12. purchase rifaximin generic no prescription

    rifaximin without a rx

  13. není nutný předpis kamagra

    koupit kanadský kamagra

Comments are closed, but trackbacks and pingbacks are open.