ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭଗତ ୩ ଦିନିଆ ଓଡିଶା ଗସ୍ତରେ ଆସିବେ। ସୂଚନାଅନୁଯାୟୀ ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସୁମନ୍ତ କୁମାର ପଣ୍ଡା କହିଛନ୍ତି ଯେ, ଡ. ଭଗତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡିଶା ଆସୁଛନ୍ତି । ସେ ୧୩ ତାରିଖ ଦିନ ଭୁବନେଶ୍ଵରରେ ପହଁଞ୍ଚିବା ପରେ ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ । ୧୪ ତାରିଖ ଦିନ କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଉଦ୍ବୋଧନ ଦେବେ । ସେହି ଦିନ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ଓ ଗୋବଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟକରି ଭୁବନେଶ୍ଵର ଫେରି ଆସିବେ । ଏହାପରେ ୧୫ ତାରିଖ ଦିନ ଡ.ଭଗତ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ।
mail order androxal
purchase androxal generic medications
how to order enclomiphene uk how to get
cheapest buy enclomiphene overnight no rx
cheap rifaximin generic health
buy cheap rifaximin purchase in the uk
discount xifaxan canada with no prescription
cheap xifaxan lowest cost pharmacy
buying staxyn purchase no prescription
how to buy staxyn buy hong kong
get avodart australia to buy
ordering avodart usa pharmacy
purchase dutasteride lowest cost pharmacy
cheapest buy dutasteride buy japan
purchase flexeril cyclobenzaprine generic in canada
get flexeril cyclobenzaprine generic real
get gabapentin canada fast shipping
gabapentin no s consult
comprar kamagra en ligne
marque kamagra en ligne
buying fildena usa suppliers
vente fildena
order itraconazole buy in australia
buying itraconazole generic online pharmacy
je kamagra přes přepážku v kanadě
obecné kamagra online nejlepší