ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧର ମୁକାବିଲା ପାଇଁ ‘ବ୍ରିକ୍ସ’ ଦେଶ ହେଲେ ଏକାଠି

203

ନୂଆଦିଲ୍ଲୀ: ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଲଗାଇଥିବା ବେଳେ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ବ୍ରିକ୍ସ ଦେଶ ସମୂହ । ବ୍ରିକ୍ସ ଦେଶଗୁଡ଼ିକୁ ଟ୍ରମ୍ପ ଆମେରିକା ବିରୋଧୀ ବୋଲି କହି ଅଧିକ ଟାରିଫ୍ ଲଗାଇଛନ୍ତି । ଏହା ବିରୋଧରେ ଏକ୍ ହେଉଛନ୍ତି ବ୍ରିକ୍ସ ଦେଶ । ଆମେରିକାର ଟାରିଫ୍ ଓ ଡଲାର ପ୍ରଭାବୀ ନୀତିକୁ ବ୍ରାଜିଲ୍, ରୁଷ୍, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ତୀବ୍ର ବିରୋଧ କରି ନିଜ ନିଜ ଭିତରେ ବାଣିଜ୍ୟ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନ୍ ଯୋଗେ କଥା ହୋଇଥିଲେ । ଟ୍ରମ୍ପଙ୍କ ନୀତି ବିରୋଧରେ ଏକାଠି ହୋଇ କାମ କରିବାକୁ ସହମତି ହୋଇଛି ।

ପୂର୍ବରୁ ଗତ ଜୁଲାଇ ୭ ତାରିଖରେ ରିଓ-ଡି-ଜେନେରିଓରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ରିକ୍ସ ଦେଶ ସମୂହର ମୁଖ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ । ସମ୍ମିଳନୀରେ ଏସବୁ ଦେଶ ମଧ୍ୟରେ ଯେତିକି ସହମତି ପ୍ରକାଶ ପାଇଥିଲା, ଏବେ ଟ୍ରମ୍ପଙ୍କ ଟାରିଫ୍ ସେମାନଙ୍କୁ ଆହୁରି ସଂଗଠିତ କରିଛି । ଯାହା ପୂର୍ବରୁ କେବେ ହୋଇ ନଥିଲା । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ରୁଷ୍ ଯାଇ ପୁଟିନଙ୍କ ସହ ସାକ୍ଷାତ ଆଲୋଚନା କରିବା ଏବଂ ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ଗସ୍ତକୁ ଚୀନ ସ୍ବାଗତ କରିଛି । ଏସବୁ ଘଟଣାରୁ ଏହାର ସ୍ପଷ୍ଟ ସଂକେତ ମିଳୁଛି । ପୂର୍ବରୁ ସୀମା ବିବାଦ ନେଇ ଭାରତ ଓ ଚୀନ ସମ୍ପର୍କ ତିକ୍ତ ହୋଇଥିବା ବେଳେ ଏଥିରେ ଏବେ ଦ୍ରୁତ ସୁଧାର ଆସୁଥିବା ପରିଲକ୍ଷିତ ହେଉଛି । ବ୍ରିକ୍ସ ଦେଶମାନେ ଟ୍ରମ୍ପଙ୍କ ଟାରିଫକୁ ବିରୋଧ କରି ନିଜ ନିଜ ଭିତରେ ବାଣିଜ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି ।

13 Comments
  1. cheap androxal real price

    cheapest buy androxal canada internet

  2. how to order enclomiphene us overnight delivery

    buy cheap enclomiphene uk in store

  3. buy rifaximin real price

    online order rifaximin canada with no prescription

  4. buy xifaxan generic online mastercard

    discount xifaxan non prescription online

  5. ordering staxyn generic australia

    staxyn cheap overnight delivery

  6. how to buy avodart buy uk no prescription

    ordering avodart generic for sale

  7. overnight cheap dutasteride

    purchase dutasteride overnight

  8. flexeril cyclobenzaprine USA discount

    buy cheap flexeril cyclobenzaprine toronto canada

  9. cheapest buy gabapentin low price

    online order gabapentin cheap canada pharmacy

  10. na dobírku doručte kamagra přes noc

    kamagra hong kong kde koupit

  11. le lendemain kamagra

    kamagra générique le moins cher

  12. buy cheap fildena generic version

    buy fildena canada

  13. online order itraconazole generic pharmacy in canada

    cheapest buy itraconazole buy in london

Comments are closed, but trackbacks and pingbacks are open.