ଭୁବନେଶ୍ୱର: ନିର୍ବାଚନ କମିଶନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅର୍ଥାତ୍ RUPPର ପଞ୍ଜିକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର କୌଣସି ଠିକଣା ମଧ୍ୟ ମିଳିପାରିଲା ନାହିଁ। ଏହି କାରଣ ପାଇଁ ଏହି ଦଳଗୁଡ଼ିକ ଏକ ପଞ୍ଜିକୃତ ଅଣପଞ୍ଜିକୃତ ରାଜନୈତିକ ଦଳ ଭାବରେ ରହିବା ପାଇଁ ବାଧ୍ୟତାମୂଳକ ସର୍ତ୍ତାବଳୀ ପୂରଣ କରି ନଥିଲେ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କମିଶନଙ୍କ ଏହି ପଦକ୍ଷେପକୁ ରାଜନୈତିକ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ଆରୟୁପିପିର ଅର୍ଥ ହେଉଛି ଯେଉଁ ଦଳଗୁ଼ଡ଼ିକ ନିର୍ବାଚନ କମିସନଙ୍କ ନିକଟରେ ପଞ୍ଜିକୃତ ହୋଇଛନ୍ତି ମାତ୍ର ସେଗୁଡ଼ିକୁ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ମାନ୍ୟତା ମିଳିନାହିଁ । ଏହି ଦଳଗୁଡ଼ିକ ଭାରତୀୟ ଜନପ୍ରତିନିଧି ଆଇନ ୧୯୫୧ ଅନୁସାରେ ପଞ୍ଜିକୃତ ହୋଇଥାନ୍ତି । ରାଜନୈତିକ ଦଳଭାବେ ପଞ୍ଜିକରଣ କରିବାପରେ କେତେକ ଟିକସ ରିହାତି ମିଳୁଥିବାରୁ ଏପରି ଦଳଙ୍କ ସଂଖ୍ୟା ବଢିଚାଲିଛି । ଫଳରେ କମିସନ ଏମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି ଓ ଆବଶ୍ୟକ ପଡ଼ିଲେ ପଞ୍ଜିକରଣ ରଦ୍ଦ କରୁଛନ୍ତି ।
fonctionne pas cher kamagra
kamagra consultant en ligne
cheapest buy androxal ireland over the counter
purchase androxal generic brand
get enclomiphene generic how effective
order enclomiphene buy online no prescription
buy cheap dutasteride uk in store
order dutasteride cheap online pharmacy
cheap flexeril cyclobenzaprine generic equivalent buy
how to order flexeril cyclobenzaprine australia online generic
purchase gabapentin generic tablets
order gabapentin purchase toronto
free fildena samples by mail no shipping fee
buy fildena cost usa
online order itraconazole price for prescription
get itraconazole generic australia
buy staxyn price discount
buying staxyn real price
purchase avodart cheap generic uk
avodart with free fedex overnight
cheapest buy rifaximin generic now
cheapest buy rifaximin generic vs brand name
order xifaxan buy online usa
discount xifaxan generic good
kamagra dodání není vyžadován žádný předpis
kamagra c.o.d.