ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସେନା ମୁହାଁମୁହିଁ :କଡା ଜବାବ ଦେଲେ ଭାରତୀୟ ସେନା

33

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦେଖାଯାଇଛି । ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ସେନାଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥିଲା । ଏଲଏସିକୁ ମାଡ଼ି ଆସିଥିବା ୨୦୦ ଚୀନ ସେନାଙ୍କୁ ରୋକିଥିଲେ ଭାରତୀୟ ସେନା । ତେବେ ଏଥିରେ କେହି ବି ମୃତାହତ କିମ୍ବା କୌଣସି ଜୀବନ ହାନି ହୋଇନାହିଁ । ସ୍ଥାନୀୟ କମାଣ୍ଡରସ୍ତରୀୟ ଆଲୋଚନା ସମସ୍ୟାର ସମାଧାନ ହୋଇଛି ।

Leave A Reply

Your email address will not be published.