ଗୋଟିଏ ମଞ୍ଚରେ ଏକାଠି ହେଲେ ରାଜ ଠାକରେ ଏବଂ ଉଦ୍ଧବ ଠାକରେ: ଏକାଠି ଲଢ଼ିବେ କି ନିର୍ବାଚନ ?

129

ନୂଆଦିଲ୍ଲୀ: ରାଜ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇରେ ଆୟୋଜିତ ଏକ ରାଲିରେ ଉଦ୍ଧବ ଠାକରେ କହିଛନ୍ତି ଯେ,, “ଯଦି ଆଜି ଆମେ ଦୁଇଜଣ ଏକାଠି ଆସିଛୁ, ତେବେ ପ୍ରଶ୍ନ ପଚରାଯିବ – ଆମେ କ’ଣ ଏକାଠି ରହିପାରିବୁ? ତେଣୁ ମୁଁ କହିବାକୁ ଚାହୁଁଛି ଯେ, କେବଳ ପୌର ନିର୍ବାଚନରେ ​​ନୁହେଁ, ଭବିଷ୍ୟତରେ ମଧ୍ୟ ଆମେ ଏକାଠି ରହିବୁ।” ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଆମେ ଏକ ହୋଇଛୁ, ଏବେ ସେମାନଙ୍କୁ (ବିଜେପି, ଶିବସେନା ସିନ୍ଦେ ଗୋଷ୍ଠୀ) ଉପାଡ଼ି ଫୋପାଡ଼ିବାର ସମୟ ଆସିଛି।

Comments are closed, but trackbacks and pingbacks are open.