ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ ବଗି

892

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଳକ ବିମିଳାଗଡ଼ ରେଲଓ୍ବେ ସାଇଡିଂରେ ରବିବାର ସକାଳୁ ରକ୍ସିରୁ ଲୁହା ପଥରଗୁଣ୍ଡ ନେଇ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ ବିମିଳାଗଡ଼ ରେଲଓ୍ବେ ସାଇଡିଂ ୪ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କାହାରି କିଛି ହୋଇ ନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କେ.ବଲାଙ୍ଗ ପୋଲିସ ଓ ରେଲ୍‌ଓ୍ବେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବନ୍ଧମୁଣ୍ଡା ରେଲଓ୍ବେ ପୋଲିସ ପହଞ୍ଚି ଟ୍ରେନ ଲାଇନଚ୍ୟୁତ ହେଲା ତଦନ୍ତ ଚଳାଇଛି।

Comments are closed, but trackbacks and pingbacks are open.