ମିସାଇଲ ପରୀକ୍ଷଣ, ଭାରତୀୟ ନୌସେନା ଯୁଦ୍ଧ ପାଇଁ ପ୍ରସ୍ତୁତ…

130

ଭାରତୀୟ ନୌସେନା ଯୁଦ୍ଧ ପାଇଁ ବିଶ୍ୱାସନୀୟ ଏବଂ ଭବିଷ୍ୟତ ପାଇଁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ, ଯେକୌଣସି ଭାବରେ ଦେଶର ସାମୁଦ୍ରିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ବୋଲି ନୌସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ଭାରତୀୟ ନୌସେନା ଏହି ସୂଚନା ପ୍ରଦାନ କରିଛି।ଆରବ ସାଗରରେ ବ୍ରହ୍ମୋସ୍ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିଲା। ଯାହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୩୦୦ କିଲୋମିଟର।

Comments are closed, but trackbacks and pingbacks are open.