ରାଜଧାନୀକୁ ଜଗିବ AI କ୍ୟାମେରା

36

ଭୁବନେଶ୍ୱର : ରାଜଧାନୀକୁ ଜଗିବ AI କ୍ୟାମେରା । ଅପରାଧ ପ୍ରବଣ ଅଞ୍ଚଳ, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ । ଅଧିକ କ୍ୟାମେରା ଓ ଜ୍ଞାନକୌଶଳ ଦ୍ଵାରା ଅପରାଧ ନିୟନ୍ତ୍ରଣ ଓ ମାମଲା ତଦନ୍ତରେ ସହାୟକ ହେବ।  ସୁରକ୍ଷା ଓ ନିରାପତ୍ତା ପାଇଁ ଲୋକଙ୍କ ସହାୟତା ଆବଶ୍ୟକ । ଏବେ ଏକ ହଜାର କ୍ୟାମେରା ରହିଛି । ଏହା ପର୍ଯ୍ୟାପ୍ତ ନୁହେଁ ।  ତେଣୁ AI କ୍ୟାମେରା ପାଇଁ ପ୍ରସ୍ତାବ ରହିଛି । ଆପାର୍ଟମେଣ୍ଟରେ ସିସିଟିଭି କ୍ୟାମେରା ଓ ଭଲ କ୍ୟାମେରା ଲଗାନ୍ତୁ।ଲଗାଇବାକୁ ପୋଲିସ କମିଶନର ପୁଣି ଅନୁରୋଧ କରିଛନ୍ତି ।  

Comments are closed, but trackbacks and pingbacks are open.