ଆଇଓସିଏଲ ରେ ଅଗ୍ନିକାଣ୍ଡ

32

ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ , ପାରାଦୀପ ବାଉରିଆପାଳନ୍ଦାରେ ଥିବା IOCL ଗ୍ୟାସ୍ ମାର୍କେଟିଂ ଟର୍ମିନାଲରେ ଅଗ୍ନିକାଣ୍ତ ଘଟିଛି। ଟର୍ମିନାଲରେ LPG ଗ୍ୟାସ୍ ଷ୍ଟକ୍ ଜଣାପଡିଛ। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛି । ତେବେ କେଉଁ କାରଣ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡି ନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ଆଇଓସିଏଲ ଅଧିକାରୀ ପହଞ୍ଚି ଥିବା ସୂଚନା ରହିଛି ।

Leave A Reply

Your email address will not be published.