ପୁରୀ ବିଚରେ ଖୋଲିବନି ମଦ କ୍ୟାବିନ

87

ଭୁବନେଶ୍ୱର: ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ଐତିହ୍ୟ ସହର ପୁରୀ ବେଳାଭୂମିରେ ମଦ କ୍ୟାବିନ ଖୋଲିନ ନାହିଁ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ ଖୋଲାଯାିପାରିବନି । ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ।  କେବଳ ପୁରୀ ବେଳାଭୂମି ନୁହେଁ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ବି ମଦ ଦୋକାନ ଖୋଲିନ ନାର୍ହି ।  ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ କୌଣସି ମଦ ଦୋକାନ ଖୋଲିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । 

Comments are closed, but trackbacks and pingbacks are open.