ଅନ୍ତଃରାଷ୍ଟ୍ରୀୟ ଯାତ୍ରୀବାହୀ ବିମାନ ସେବା ଉପରେ ସ୍ଥଗିତାଦେଶ

40

ଦେଶ ରେ କରନା ମହାମାରୀ ର ଭୟାବହତା ସମ୍ପୂର୍ଣ୍ଣ କମି ନ ଥିବାରୁ ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ସ୍ଥଗିତାଦେଶ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। DGCA ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ଯେ ଆସନ୍ତା ୩୦ ସେପ୍ଟେମ୍ବର ଯାଏଁ ନିୟମିତ ଯାତ୍ରୀ ଉଡାଣ ଉପରେ ସ୍ଥଗିତାଦେଶ ରହିବ । ତେବେ, ଏହି ସ୍ଥଗିତାଦେଶ କେବଳ ଯାତ୍ରୀବାହୀ ଉଡାଣ ଉପରେ ଲଗାଯାଇଛି । କିନ୍ତୁ ଜରୁରୀ ପରିସ୍ଥିତି ଉପୁଜିଲେ ଉଡାଣ ଜାରି ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.