ରାମଲାଲଙ୍କ ଶ୍ରୀମୁଖ ଦର୍ଶନ

462

ସାରା ଅଯୋଧ୍ୟା ଏବେ ଶ୍ରୀ ରାମ ମୟ । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜମାନ ରାମ ଲାଲାଙ୍କର ଆସିଲା ପ୍ରଥମ ସ୍ପଷ୍ଟ ଫଟୋ ।

କଳାରଙ୍ଗର ପ୍ରସ୍ତରରେ ନିର୍ନାଣ ହୋଇଛି ମୂର୍ତ୍ତି । ପ୍ରଥମ ଥର ରାମ ଲାଲାଙ୍କ ଫୋଟ ଦୃଶ୍ୟମାନ ହେବା ପରେ ଭକ୍ତରଙ୍କର ବଢୁଛି ଉତ୍କଣ୍ଠା ।

Comments are closed, but trackbacks and pingbacks are open.