ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

447

ଭୁବନେଶ୍ୱର- ତା.୨.୧୧.୨୦୨୩- ଓଡିଶା ଲାଇବ୍ରେରୀ ଏକାଡେମୀ ପକ୍ଷରୁ ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ରାଜ୍ଯ ଗ୍ରନ୍ଥାଗାରର କର୍ମଚାରୀ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଆଭାସୀ ମାଧ୍ୟ୍ୟମରେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାଜ୍ଯ ଗ୍ରନ୍ଥାଗାର ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଉକ୍ତ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ସଭାରେ ଓଡିଶା ଲାଇବ୍ରେରୀ ଏକାଡେମୀ ସଭାପତି ଡଃ ବାନାମ୍ବର ସାହୁ, ଓଡିଶା ଲାଇବ୍ରେରୀ ଏକାଡ଼େମୀ ସମ୍ପାଦକ ଡଃ ବିଜୟ କେତନ ପଣ୍ଡା ଓ ଡଃ ବିଭୂତି ଭୂଷଣ ସାହୁ ତଥା ଗ୍ରନ୍ଥାଗାରର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରନ୍ଥାଗାର ସପ୍ତାହ ପାଳନ କରାଯିବ ନେଇ ଏହି ପ୍ରସ୍ତୁତି ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଥି

Comments are closed, but trackbacks and pingbacks are open.