ଖୋଲିଲା ମା’ସମଲେଶ୍ୱରୀଙ୍କ ମନ୍ଦିର

34

ଆଜି ଖୋଲିଲା ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । ସମଲେଶ୍ଵରୀ ମନ୍ଦିର ସହିତ ଜିଲ୍ଲାର ଅନ୍ୟ ମନ୍ଦିରଗୁଡିକ ମଧ୍ୟ ଖୋଲାଯାଇଛି ,କିନ୍ତୁ କୋଭିଡ଼ ନିୟମ ପାଳନ ସହିତ ଶ୍ରଦ୍ଧାଳୁ ମାନଙ୍କ ର ଯେପରି ଭିଡ ନ ଜମେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି I

Leave A Reply

Your email address will not be published.