ଶୀତଦିନିଆ ଶାଢ଼ି ଷ୍ଟାଇଲ୍‌

42

ଭୁବନେଶ୍ୱର: ଆମ ପାରମ୍ପରିକ ପରିଧାନ ଶାଢ଼ିକୁ ଶୀତଦିନେ ଏକଦମ ଅଲଗା ଭାବେ ଷ୍ଟାଇଲ କରି ପିନ୍ଧିପାରିବେ । କୌଣସି ଉତ୍ସବରେ ଯୋଗଦେବାକୁ ଯାଉଥିଲେ, ଶାଢ଼ିରେ ଶାଲ୍‌ ଘୋଡ଼ାଇ ହେବା ପରିବର୍ତ୍ତେ ଲମ୍ବା କୋଟ ପିନ୍ଧନ୍ତୁ । ଅନ୍ୟମାନଙ୍କ ଭିତରେ ଆପଣଙ୍କ ଷ୍ଟାଇଲ ସ୍ୱତନ୍ତ୍ର ଭାବରେ ବାରି ହୋଇପଡ଼ିବ । 

– ପାଟ ଶାଢ଼ି ଥିଲେ, ତା’ ସହ ଜ୍ୟାକେଟ ପିନ୍ଧି ଯାଇପାରିବେ । କେବଳ ବିବାହ ଆଦି ଉତ୍ସବରେ ନୁହେଁ, କର୍ମଜୀବୀ ମହିଳାମାନେ ମଧ୍ୟ ଏମିତି ଶାଢ଼ିକୁ ପିନ୍ଧିଲେ ଆକର୍ଷଣୀୟ ଦେଖାଯିବେ । 
– ହାଇ-ନେକ ସୁଇଟର ସହ ଶାଢ଼ି ମଧ୍ୟ ପିନ୍ଧିପାରିବେ । ବେକରେ ସ୍କାର୍ଫ ବାନ୍ଧି ଶାଢ଼ିକୁ ପିନ୍ଧିଲେ ସୁନ୍ଦର ଲାଗିବେ । 

Comments are closed, but trackbacks and pingbacks are open.