ବର୍ଦ୍ଧିତ ତେଲ ଦର ଅଡୁଆ, ଟିକସ କମାଅ: ଏସବିଆଇ

29

ନୂଆଦିଲ୍ଲୀ: କୋଭିଡ ପାଇଁ ବିଭିନ୍ନ ସଂସ୍ଥା ବନ୍ଦ ରହିଛି। ଅନ୍ୟପଟେ ବିକାଶମୂଳକ କାମ ଏବଂ ଟିକାକରଣ ପାଇଁ ଅର୍ଥର ଆବଶ୍ୟକ ରହିଛି। ତେଣୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଟିକସ ପ୍ରତ୍ୟାହର କରିହେଉନି ବୋଲି ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିଲେ। ଅର୍ଥାତ୍ ଦେଶର ଅର୍ଥନୀତିକ ଏବଂ ଅଭିବୃଦ୍ଧିର ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ଟିକସ ପ୍ରତ୍ୟାହାର କରିପାରୁ ନାହାନ୍ତି ବୋଲି ସେ କହିଥିଲେ। ଗତ ସପ୍ତାହରେ ଧର୍ମେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ହରଦୀପ ସିଂ ପୁରୀ ହୋଇଛନ୍ତି ନୂଆ ପେଟ୍ରୋଲିୟମ ମନ୍ତ୍ରୀ।

Leave A Reply

Your email address will not be published.