ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ

27

ସିଙ୍ଗାପୁର: ପୁଣିଥରେ ମହାମାରୀ କରୋନା ସିଙ୍ଗାପୁରରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ନୂଆ ସଂକ୍ରମିତଙ୍କ ମଧ୍ୟରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଗତ ୪ ସପ୍ତାହ ମଧ୍ୟରେ ସଂକ୍ରମିତ ହୋଇଥିବା ଲୋକଙ୍କ ବିଷୟରେ ଆକଳନ କଲେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସିଙ୍ଗାପୁରରେ ଟିକାରକଣ ଜୋରଦାର କରାଯାଇଛି। ତଥାପି ଟିକା ନେଇଥିବା ଲୋକଙ୍କ ଶରୀରରେ ଭାଇରସ ଠାବ ହେଉଛି।

Leave A Reply

Your email address will not be published.