ଏମିତି ଲଗାନ୍ତୁ ନାଲି ଲିପ୍‌ଷ୍ଟିକ୍‌

28

ନାଲି ଲିପଷ୍ଟିକ୍ ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଥାଏ । ସେଥିପାଇଁ ଅନ୍ୟ ଲିପ୍‌ଷ୍ଟିକ୍ ସହ ନାଲି ଲିପଷ୍ଟିକ୍‌କୁ ଅଗ୍ରାଧିକାର ଦିଅନ୍ତୁ । ଏହାକୁ ଯେକୌଣସି ସମୟରେ ଲଗାଇବା ସମ୍ଭବ ।

  • ପ୍ରଥମେ ଓଠରେ ଲିପବାମ୍ କିମ୍ବା ମଏଶ୍ଚରାଇଜର ଲଗାନ୍ତୁ ।
  • ଏହା ପରେ ଓଠରେ ପ୍ରାଇମର୍ ଲଗାନ୍ତୁ । ତା’ପରେ କନ୍‌ସିଲର ଲଗାନ୍ତୁ ।
  • ଲିପ୍‌ଲାଇନରରେ ଆଇଉଟ୍‌ଲାଇନ୍ କରନ୍ତୁ ।
  • ଆଉଟଲାଇନ ପରେ ଓଠରେ ନାଲି ଲିପ୍‌ଷ୍ଟିକ୍ ଲଗାନ୍ତୁ ।
  • ସବା ଶେଷରେ ଦ୍ୱିତୀୟ କୋଟ୍ ଲଗାନ୍ତୁ ।

Comments are closed, but trackbacks and pingbacks are open.