ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଶାସ୍ତ୍ର ଅନୁସାରେ ଏହି ମାସ ଭଗବାନ କାର୍ତ୍ତିକଙ୍କୁ ସମର୍ପିତ । ଏହିଦିନ ବ୍ରତ, ତପର ବିଶେଷ ମହତ୍ତ୍ୱ ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ କେତେକ କାମ ବର୍ଜନୀୟ ।
- ଏହି ମାସରେ ଶରୀରରେ ତେଲ ଲଗାଇବା ମନା । ନରକ ଚତୁର୍ଥୀ ଦିନ ତେଲ ଲଗାଇପାରିବେ ।
- ସେହିପରି ଖାଦ୍ୟରେ ବାଇଗଣ, କଲରା, ଦହିକୁ ସାମିଲ କରାଯାଏ ନାହିଁ ।
- ତାମଷିକ ଭୋଜନ ଖାଇବା ଉଚିତ ନୁହେଁ । ଏଣୁ ପିଆଜ, ରସୁଣ ସହ ଆମିଷ ମଧ୍ୟ ଖାଇବା ମନା ।
- କାର୍ତ୍ତିକ ମାସରେ ଜିରା ଖାଇବା ବର୍ଜନୀୟ ।
- ଏହି ମାସରେ କୋଳଥ ଡାଲି ଖିଆଯାଏ ନାହିଁ ।
Comments are closed, but trackbacks and pingbacks are open.