କାଠଯୋଡ଼ି ପୋଲ ରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

40

ଆଜି କଟକ କାଠଯୋଡ଼ି ନଦୀକୁ ଡେଇଁ ପୁଣି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ I ସ୍ଥାନୀୟ ଲୋକେ ତାଙ୍କୁ ଦଉଡି ସାହାଯ୍ୟରେ ଉଦ୍ଧାର କରିଛନ୍ତି । କେଉଁ କାରଣରୁ ମହିଳା ଜଣକ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି I ମହିଳା ଜଣଙ୍କ ବାଦାମବାଡ଼ି ଶଙ୍କରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ପୋଲିସ ଏନେଇ ପଚରାଉଚରା ଆରମ୍ଭ କରିଛି ।

Comments are closed, but trackbacks and pingbacks are open.