ଦୈନିକ ଭାଗ୍ୟଫଳ

33

ରାଶିଫଳ : ୦୨-୦୯-୨୦୨୨ : କେଉଁ ରାଶି ମାନଙ୍କର ହେବ ବ୍ୟାପାର ରେ ଅହେତୁକ ଲାଭ ଜାଣନ୍ତୁ I ବୃଷ ,ମିଥୁନ,ଧନୁ ରାଶିମାନଙ୍କର ବ୍ୟବସାୟରେ ସଫଳତା ମିଳିବ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ବନ୍ଧୁ ପ୍ରିୟଜନଙ୍କ ସହିତ ଦିନଟି ଆରାମରେ କଟିବ I ନୂତନ ପୋଷାକ ଏବଂ ଅଳଙ୍କାର କିଣିବେ I ସାମାଜିକ ସମ୍ମାନ ଲାଭ ହେବ I ପରିବାର ପାଇଁ ଆର୍ଥିକ ଖର୍ଚ୍ଚାନ୍ତ ହେବେ I ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ I

ବୃଷ : ବ୍ୟବସାୟ ପାଇଁ ଆଜି ଦିନଟି ଲାଭଦାୟକ ଅଟେ I ପାରିବାରିକ ପରିବେଶ ମଧ୍ୟ ଖୁସି ଏବଂ ଶାନ୍ତିପୂର୍ଣ୍ଣ ରହିବ I ତୁମେ ତୁମର ପ୍ରତିପକ୍ଷଙ୍କ ଉପରେ ବିଜୟ ପାଇବ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ସମର୍ଥନ କରିବେ I କୌଣସି କଥାକୁ ନେଇ ମନରେ ଚିନ୍ତିତ ରହିବେ I ସ୍ୱାସ୍ଥ୍ୟ ଭଲ ରହିବ I

ମିଥୁନ : ଆପଣଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି I ବ୍ୟବସାୟ କୁ ନେଇ ଆପଣ ବିଶେଷ ଆଲୋଚନାରେ ରହିବେ I ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଖୁସି ହୋଇପାରିବେ I ମଧ୍ୟାହ୍ନ ପରେ ବ୍ୟବସାୟରେ କିଛି ଅସୁବିଧା ହୋଇପାରେ I ବିରୋଧୀଙ୍କ ସାମ୍ନାରେ ଆପଣ ବିଜୟୀ ହେବେ I ସହକର୍ମୀମାନେ ସହାୟତା କରିବେ I

କର୍କଟ : ଆଜି ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନର କଥା କହିପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା ଦୂର ହେବ।

ସିଂହ : ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ। ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ।

କନ୍ୟା : ନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାକୁ ମୁକୁଳି ଯାଇ ପାରନ୍ତି । ଆଜି ଆପଣଙ୍କର କାମଗୁଡିକ ଏବଂ ପାରିବାରିକ ସ୍ଥିତି ଶୃଙ୍ଖଳିତ ହୋଇ ନ ପାରେ ।ଭୁଲ୍ ବୁଝାମଣା କାରଣରୁ କିମ୍ବା ସାଦାରନ କଥାରୁ ମତାନ୍ତର ସୃଷ୍ଟି ହୋଇପାରେ ।

ତୁଳା : ଆଜି ଆପଣଙ୍କ ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ I ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ I ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବ I ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ ହେବ I ଯୁକ୍ତି ତର୍କରୁ ଦୂରେଇ ରୁହନ୍ତୁ I ପାରିବାରିକ ଜୀବନରେ ଶାନ୍ତି ରହିବ I

ବିଚ୍ଛା: କୌଣସି କଥାକୁ ନେଇ ନିଜ ସମ୍ପର୍କୀୟଙ୍କ ସହିତ ମନୋମାଳିନ୍ୟ ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ। ଅପରାହ୍ନ ପରେ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ।

ଧନୁ: ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ ଦିନଟି ହେବ। ଜୀବନ ଆନନ୍ଦ ଦାୟକ ହେବ Iନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ: ଦେଖିଚାହିଁ ବ୍ୟବସାୟରେ ଅର୍ଥ ଲଗାନ୍ତୁ I ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସାବଧାନ ହୁଅନ୍ତୁ I ପିଲାମାନଙ୍କର ସ୍ୱାସ୍ଥ୍ୟ କିମ୍ବା ଶିକ୍ଷା ବିଷୟରେ ଚିନ୍ତିତ ରହିବେ I ଭ୍ରମଣ ଯୋଜନା କରିପାରନ୍ତି I ପାରିବାରିକ ଜୀବନ ସୁଖମୟ ହେବ I ବ୍ୟବସାୟରେ ସଫଳ ଏବଂ ଶୁଭ ଦିନ ହେବ I

ମୀନ : ବାଣୀରେ ସଂଯମତା ରଖନ୍ତୁ I ଗୁପ୍ତ ଶତ୍ରୁ ଙ୍କ ଠାରୁ ସାବଧାନ ରହିବେ I ଦୂରସ୍ଥାନରେ ବନ୍ଧୁ ଙ୍କ ନିକଟରୁ ଖୁସି ଖବର ଶୁଣିବେ I ପରିବାର ସଦସ୍ୟ ଙ୍କ ସ୍ନେହ ସହଯୋଗ ପାଇବେ I ସନ୍ତାନଙ୍କ କୃତିତ୍ୱ କୁ ନେଇ ଗର୍ବିତ ହେବେ I

Comments are closed, but trackbacks and pingbacks are open.