ସେୟାର ମାର୍କେଟ: କ୍ରମାଗତ ପଞ୍ଚମ ଦିନରେ ବୃଦ୍ଧି ସହିତ ବନ୍ଦ ହେଲା ମାର୍କେଟ, ସେନସେକ୍ସ ୨୮୪ ପଏଣ୍ଟ ବୃଦ୍ଧି ପାଇଲା ଏବଂ ନିଫ୍ଟି ର ୮୪ ପଏଣ୍ଟ ବୃଦ୍ଧି

15

ନୂଆଦିଲ୍ଲୀ : ଷ୍ଟକ୍ ମାର୍କେଟରେ ବୁଲିସ୍ ପର୍ଯ୍ୟାୟ ଜାରି ରହିଛି I ସେନସେକ୍ସ ଏବଂ ନିଫ୍ଟି କ୍ରମାଗତ ୫ମ ଦିନ ପାଇଁ ବୃଦ୍ଧିରେ ବନ୍ଦ ହୋଇଛି | ମିଡକାପ୍ ଏବଂ ସ୍ମଲ କ୍ୟାପ୍ ଷ୍ଟକ୍ ଗୁଡିକ ବୃଦ୍ଧି ପାଇଛି I ଅନ୍ୟପକ୍ଷରେ ବ୍ୟାଙ୍କିଂ, ଏଫଏମସିଜି, ଧାତୁ ସେୟାରରେ କ୍ରୟ ହେଉଥିଲା। ଆଇଟି, ଅଟୋ, ଏନର୍ଜି ଷ୍ଟକ୍ ରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି I ଆଜି ଦିନର ଶେଷରେ, ସେନ୍ସେକ୍ସ ୨୮୪.୪୨ ପଏଣ୍ଟ ସହିତ ୫୫,୬୮୧.୯୫ ରେ ବନ୍ଦ ହୋଇଛି | ଅନ୍ୟପକ୍ଷରେ, ନିଫ୍ଟି ୮୪.୪୦ ପଏଣ୍ଟ ସହିତ ୧୬,୬୦୫.୨୫ ରେ ବନ୍ଦ ହୋଇଛି I

Comments are closed, but trackbacks and pingbacks are open.