ସିଂହଦ୍ୱାରେ ତିନିରଥ.

49

ଆଜି ତା୩୦.୬.୨୦୨୨,ଗୁରୁବାର**ପ୍ରତିପଦ, ଉଭାଯାତ୍ରାରେ ସିଂହ**ଦ୍ୱାରରେ ପହଞ୍ଚିଛନ୍ତି ଦିବ୍ୟ ତିନିରଥ*….      ମହାପ୍ରଭୁଙ୍କ ମଙ୍ଗଳ ଆଳତିପ୍ରାତଃ ୪.୨୦ ରେ ବଢିବାପରେ ପରବର୍ତ୍ତି ନୀତି ମାନ ଅନୁଷ୍ଠିତ ହୋଇମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଏବଂସକାଳଧୂପ ସକାଳ ୭ଟାରୁ ୮.୨୦ମଧ୍ୟରେ ଶେଷହେବାପରେ,

ରଥକୁଆଜ୍ଞା ମାଳ ବିଜେ ସକାଳ ଘ.୮.୪୫ହୋଇଥିଲା,ତିନିଜଣ ପାଳିଆ ପୂଜାପଣ୍ଡା ସାମନ୍ତେ ପଟୁଆରରେଆଜ୍ଞାମାଳ ବିଜେ କରାଇ ତିନିରଥ ରେ ଲାଗି କଲାପରେ ପୋଲିସକର୍ମଚାରୀମାନେ ରଥକୁ କର୍ଡନ କରିଥିଲେ, ଏହାପରେ ରଥ ଟଣାପର୍ବ ଆରମ୍ଭ ହୋଇଥିଲା। ପ୍ରଥମେନନ୍ଦିଘୋଷ ରଥକୁ, ଭୋଇ

ସେଵକ,ମଗାରଣା, ପୋଲିସ ବାହିନୀ,କିଛିଜନ ସାଧାରଣ  ମିଶି ଘ.୯.୪୦ ରେରଥ ଟଣା ଆରମ୍ଭ କର ଘ.୧୦.୦୦ଟାରେ ଉଦିଷ୍ଠ ସ୍ଥାନରେ ନ ନନ୍ଦିଘୋଷରଥକୁ ପହଂଚାଇଥିଲେ,ଏହାପରେଦେବଦଳନ ରଥ କୁ ରଥ ଖଳାଠାରୁପୂର୍ବାହ୍ନ ଘ.୧୦.୧୦ ରେ ଭିଡ଼ାଯାଇଘ.୧୦.୩୫ ରେ ସିଂହ ଦ୍ୱାରରେପହଞ୍ଚି ଥିଲା, ଶେଷରେ ତାଳଧ୍ଵଜରଥ ଘ.୧୦.୪୫ ରେ ଭିଡ଼ାଯାଇଘ.୧୧.୦୦ ଟାରେ ସିଂହଦ୍ୱାରରେଲାଗିଥିଲା।

Comments are closed, but trackbacks and pingbacks are open.