ଦୈନିକ ଭାଗ୍ୟଫଳ

35

ରାଶିଫଳ ୨୭-୦୬-୨୦୨୨ ସୋମବାର : ଏହି ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ ଲାଭ ହେବ I ମେଷ -ମୀନ ,ଆର୍ଥିକ ଚିନ୍ତା ଲାଗିରହିବ ,ବୃଷ-ବିଛା-କୁମ୍ଭ ଆର୍ଥିକ ଲାଭ ହେବ ,କର୍କଟ -ଧନୁ -ଦିନଟି ଲାଭଦାୟକ ହେବ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ I

ମେଷ : ଆଜି ଆପଣଙ୍କ ମନ ଓ ଶରୀର ସୁସ୍ଥ ରହିବ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଙ୍କ ସହଯୋଗ ମିଳିବ I ବ୍ୟବହାର ମଧୁର ରହିବ I ଖର୍ଚ୍ଚ ବଢିବା ହେତୁ ମନ ଅସ୍ଥିର ରହିପାରେ I ପିଲାମାନଙ୍କ କ୍ୟାରିଅର କୁ ନେଇ ଚିନ୍ତିତ ରହିବେ I

ବୃଷ : ପରୋଉପକାରୀ ହେବେ I ଦିନଟି ଉତ୍ସାହପ୍ରଦ ରହିବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I ଗୁରୁଜନ ଙ୍କ ଠାରୁ ଆଶୀର୍ବାଦ ମିଳିବ I ବନ୍ଧୁଙ୍କ ଠାରୁ ଉପହାର ପ୍ରାପ୍ତ ହେବେ I ଆର୍ଥିକ ଲାଭର ସମ୍ଭାବନା ଅଛି I କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ପାଇବେ I

ମିଥୁନ : ଆଜି ତୁମେ ତୁମର ବକ୍ତବ୍ୟ ଏବଂ ଆଚରଣରେ ସଂଯମତା ରଖନ୍ତୁ I ପାରିବାରିକ ବୁଝାମଣା ବିଗିଡିବ I ଆୟଠାରୁ ବ୍ୟୟ ବଢିବ I ମାନସିକ ଚିନ୍ତା ଲାଗି ରହିବ I ଆଧ୍ୟାତ୍ମିକ ବାଦୀ ହେବେ I ବୃତ୍ତିଗତ ଜୀବନ ରେ ଉନ୍ନତି କରିବେ I

କର୍କଟ : ଆଜି ଦିନଟି ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ I ଚାକିରି ଏବଂ ବ୍ୟବସାୟରେ ଅନୁକୂଳ ଅବସ୍ଥା ରହିବ I ଅର୍ଥଲାଭ ,ବନ୍ଧୁ ସହଯୋଗ ବଢିବ,ପାରିବାରିକ ଜୀବନ ସୁଖମୟ ହେବ I କଠିନ ପରିଶ୍ରମ ର ମିଠା ଫଳ ପାଇବେ I

ସିଂହ : ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

କନ୍ୟା : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ତୁଳା : ଆଜି ଆଧ୍ୟାତ୍ମିକବାଦୀ ହେବେ I ବନ୍ଧୁ ଦର୍ଶନ ହେବ I କରଜ ଫେରସ୍ତ ପାଇବେ I କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ଅଫିସରେ କାର୍ଯ୍ୟଭାର ବଢିବ I ବହୁ ଦିନର ପୁରୁଣା ରୋଗ ମୁଣ୍ଡ ଟେକିବ I ଆର୍ଥିକ ସ୍ଥିତି ସମାନ ରହିବ I

ବିଛା : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। ଆର୍ଥିକ ଲାଭ ହେବ I ପାରିବାରିକ ସୁଖ ଶାନ୍ତି ଅତୁଟ ରହିବ I

ଧନୁ : ଭାଗ୍ୟବାନ ହେବେ Iବୃତି ଗତ ଜୀବନରେ ଉନ୍ନତି କରିବେ I ଆର୍ଥିକ ଯୋଜନା ରୁ ଲାଭ ପାଇବେ I ସହ କର୍ମୀ ଙ୍କ ଠାରୁ ସହାୟତା ପାଇବେ I ସମସ୍ତ କାର୍ଯ୍ୟରୁ ସଫଳତା ଓ ପ୍ରତିଷ୍ଠା ମିଳିବ ଶତ୍ରୁ ପରାଜିତ ହେବେ I

ମକର : କଳା ସାହିତ୍ୟରେ ଅପାର ସଫଳତା ଲାଭ କରିବେ I ବନ୍ଧୁ ଲାଭ ସହିତ ସୁଖାଦ୍ୟ ଭୋଜନ କରିବେ I ଭବିଷ୍ୟତ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେବେ I ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

କୁମ୍ଭ : କଠିନ ପରିଶ୍ରମୀ ହେବେ I ଆର୍ଥିକ ଯୋଜନା ଫଳପ୍ରଦ ହେବ I ମା’ଙ୍କ ଠାରୁ ଆର୍ଥିକ ଲାଭ ପାଇବେ I ମହିଳାମାନେ ବସ୍ତ୍ର ଭୂଷଣ କିଣି ପାରନ୍ତି I ଚାକିରୀ କ୍ଷେତ୍ରରେ ଦୂର ସ୍ଥାନ କୁ ଯାତ୍ରା କରି ପାରନ୍ତି I ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ I

ମୀନ : କାର୍ଯ୍ୟକ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ ନିଷ୍ପତି ନେଇ ପାରନ୍ତି I ଆର୍ଥିକ ଅନଟନ ଲାଗି ରହିବ I କଳାକାର ମାନେ ନୂଆ କାମ ର ଅଫର ପାଇବେ I ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ I ବନ୍ଧୁ ମାନଙ୍କ ସହିତ ଭ୍ରମଣ ରେ ଯିବା ପାଇଁ ଯୋଜନା କରିବେ I

Comments are closed, but trackbacks and pingbacks are open.