କେମିତି କଟିବ ଆଜି ର ଦିନ

29

ଆଜିର ରାଶିଫଳ : ୩୧-୫-୨୦୨୨ ମଙ୍ଗଳବାର : ଏହି ରାଶି ର ବ୍ୟକ୍ତିମାନେ ଅଚାନକ ଧନ ପ୍ରାପ୍ତି କରିବେ I ମେଷ – ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ବୃଷ – ଦାୟିତ୍ୱବାନ ହେବେ ,କାର୍ଯ୍ୟଭାର ବଢିବ I କର୍କଟ,ଧନୁ – ଅଚାନକ ଧନ ପ୍ରାପ୍ତି ,ବିଛା- ସର୍ବକାର୍ଯ୍ୟରେ ସଫଳତା ,କୁମ୍ଭ- ଦିନଟି ଶୁଭଙ୍କର ହେବ I

ମେଷ : ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ସୁସ୍ୱାଦୁ ଖାଦ୍ୟ ଭୋଜନ I ପରିବାର ସଦସ୍ୟଙ୍କ ଖୁସିର ସମୟ ବିତିବ I ପତ୍ନୀ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ, ରାଜନୈତିକ ବ୍ୟକ୍ତି ଯୋଜନାରେ ସଫଳ ହେବେ I

ବୃଷ : ଦିନଟି ଉତ୍ସାହ ରେ ପରିପୂର୍ଣ୍ଣ ହେବ I ଆପଣ ଦାୟିତ୍ୱବାନ ହେବେ I ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ଉପହାର ଗ୍ରହଣ କରି ପାରନ୍ତି I କାର୍ଯ୍ୟକ୍ଷେତ୍ରରେ ଚାପ ବଢିବ I ଆର୍ଥିକ ଲାଭ ହୋଇପାରେ I ବୈବାହିକ ଜୀବନ ସୁଖମୟ ହେବ I

ମିଥୁନ : ଆଜି ସଂଯମ ଆଚରଣ ଆପଣଙ୍କୁ ଅନେକ ଅସୁବିଧାରୁ ରକ୍ଷା କରିବ I ଭ୍ରମଣ ଜନିତ କ୍ଲାନ୍ତି ଅନୁଭବ କରିବେ I କର୍ମ ଏବଂ ଅର୍ଥ ଚିନ୍ତା ଦୁର ହେବ, ବ୍ୟବସାୟ, କଳକାରଖନା କର୍ମଜୀବି, ଓୌଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ I ଧାର୍ମିକ ହେବେ I

କର୍କଟ : ଅଚାନକ ଧନ ଲାଭ ହୋଇପାରେ I ବନ୍ଧୁ, ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ସହିତ ଦିନଟି ଆନନ୍ଦ ରେ କଟିବ I ଆୟ ବୃଦ୍ଧି ପାଇବ I ଆପଣ ଲାଭଜନକ କାରବାର ଏବଂ ବ୍ୟବସାୟରେ କାରବାର କରିବାକୁ ସକ୍ଷମ ହେବେ I ପିତା ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I କାର୍ଯ୍ୟକ୍ଷେତ୍ରରେ ଉତ୍ତମ ବୁଝାମଣା ରଖନ୍ତୁ I

ସିଂହ : କାର୍ଯ୍ୟରେ ବିଳମ୍ବ ହେବ I ଘର ଏବଂ ଅଫିସରେ ଦାୟିତ୍ୱବୋଧ ବୃଦ୍ଧି ପାଇବ I ପାରିବାରିକ ବିଷୟରେ ଦାୟିତ୍ୱବାନ ହେବେ I ନୂତନ ସମ୍ପର୍କ କିମ୍ବା କାର୍ଯ୍ୟ ସମ୍ବନ୍ଧରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ I ବାପାଙ୍କ ସହିତ ମତଭେଦ ହୋଇପାରେ I

କନ୍ୟା : ମାନସିକ ସ୍ତରରେ ଚିନ୍ତିତ ରହିବେ I ପିଲାମାନଙ୍କ ଭବିଷ୍ୟତ କୁ ନେଇ ଚିନ୍ତା କରି ପାରନ୍ତି I କାର୍ଯ୍ୟଭାର ବଢିବ I ସହକର୍ମୀଙ୍କ ସମର୍ଥନ ମିଳିବ I ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ I ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି I

ତୁଳା : ଭାଗ ଦୌଡ଼ ଜନିତ କ୍ଲାନ୍ତି ଅନୁଭବ କରିବେ I ବହୁଦିନର ଆସ ପୂରଣ ହେବ । ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି Iବହୁଦିନରୁ ଅଟକି ରହିଥିବା କାର୍ଯ୍ୟକୁ ପୁଣି ଆରମ୍ଭ କରିବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରନ୍ତୁ ନାହିଁ I ପରିବାରରେ ଆନନ୍ଦ ଉଲ୍ଲାସ ରେ ଦିନ କଟିବ I

ବିଛା : ଆନନ୍ଦ ଏବଂ ମୌଜ ମସ୍ତିରେ ଦିନଟି କଟିବ I ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଆୟର ନୂଆ ପନ୍ଥା ମିଳିପାରେ। ବ୍ୟବସାୟୀଙ୍କ ପାଇଁ ଦିନ ଶୁଭ ସାବ୍ୟସ୍ତ ହେବ।

ଧନୁ : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଆର୍ଥିକ ଲାଭ ର ସମ୍ଭାବନା ରହିଛି । କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ମକର : ମନରେ ଚିନ୍ତିତ ରହି ପାରନ୍ତି I ଶାରୀରିକ ଅସୁସ୍ଥତା ଅନୁଭବ କରିବେ I ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ପାଇବେ I ପରିବାରରେ ଆନନ୍ଦ ଉଲ୍ଲାସ ଲାଗି ରହିବ I

କୁମ୍ଭ : ଦିନଟି ଶୁଭଙ୍କର ହେବ I ଭବିଷ୍ୟତ ପାଇଁ ପଇସା ସଂଚୟ କରିବେ I ବସ୍ତ୍ର ଏବଂ ଅଳଙ୍କାର କିଣାକିଣି କରିବେ I ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ମୀନ : ଭାବିଚିନ୍ତି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ I ସୃଜନଶୀଳତା ଏବଂ ଚିତ୍ରକଳା ବିକାଶ ହେବ I ଜୀବନସାଥୀ ସହିତ ଅନ୍ତରଙ୍ଗତା ବୃଦ୍ଧି ପାଇବ I ନିକଟସ୍ଥ ସ୍ଥାନରେ ସ୍ଥାନାନ୍ତରଣ କିମ୍ବା ପର୍ଯ୍ୟଟନର ଆୟୋଜନ କରାଯିବ I କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସହକାମୀ ଙ୍କ ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ବ ବୃଦ୍ଧି ହେବ I

Comments are closed, but trackbacks and pingbacks are open.