IPL 2022 :ପଞ୍ଜାବ ବନାମ ଗୁଜୁରାଟ

20

ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ପଞ୍ଜାବ ଏବଂ ଗୁଜୁରାଟ ମଧ୍ୟରେ ଟି -୨୦ ମ୍ୟାଚ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ୮ ୱିକେଟ୍ ହରାଇ ପଞ୍ଜାବ ୧୬ .୩ ଓଭରରେ ୧୫୬ ରନ୍ ସଂଗ୍ରହ କରିଛି I ସମ୍ପ୍ରତି ରାହୁଲ ଚହର ୨ ରନ୍ ରେ ଖେଳୁଛନ୍ତି ଏବଂ ବୈଭବ ଅରୋରା 0 ରନ୍ ସ୍କୋର କରି ମୈଦାନ ରେ ଅଛନ୍ତି I

Comments are closed, but trackbacks and pingbacks are open.