IPL 2022 : ପଞ୍ଜାବ କିଙ୍ଗସ୍ ବନାମ ଗୁଜରାଟ ଟାଇଟନ୍ସ,: ଟସ ଜିତି ପ୍ରଥମେ ବୋଲିଂ କରିବ ଗୁଜରାଟ

19

ଆଇପିଏଲର ୧୬ତମ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍‌ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ କିଙ୍ଗସ୍‌ ।

ଜରାଟ ଟାଇଟନ୍ସ ଚଳିତ ସଂସ୍କରଣର ଅପରାଜିତ ଟିମ । ୨ଟି ଖେଳି ୨ଜିତିଛି । ସେପଟେ ୩ ମ୍ୟାଚରୁ ଦୁଇଟି ଜିତିଛି ପଞ୍ଜାବ କିଙ୍ଗ୍ସ। ଫର୍ମରେ ଅଛନ୍ତି ଦୁଇ ଦଳ । ଉଭୟ ଦଳର ବ୍ୟାଟିଂ ଏବଂ ବୋଲିଂ ସନ୍ତୁତିଳ । ନିଜ ନିଜର ଶେଷ ମ୍ୟାଚ୍ ଜିତିଥିବା ଦୁଇ ଦଳ ନିଜ ବିଜୟ ଅଭିଯାନ ଜାରି ରଖିବାକୁ ମୈଦାନକୁ ଓହ୍ଲାଇବେ।

Comments are closed, but trackbacks and pingbacks are open.